ଭିଜିଲାନ୍ସ ଜାଲରେ ପୋଲିସ; ଥାନାଧିକାରୀଙ୍କ ଗାଡ଼ିରୁ ମିଳିଲା ୧ଲକ୍ଷ ୮୦ ହଜାର

ବାଲିଗୁଡ଼ା ୨୩/୧୦: ଭିଜିଲାନ୍ସ ଜାଲରେ କୋଟଗଡ ଥାନାଧିକାରୀ। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଗାଁକୁ ଯିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଛି।

ଖବର ଅନୁସାରେ, ବାଲିଗୁଡ଼ା ମୁଖ୍ୟ ରାସ୍ତା ୫୯ ନମ୍ୱର ଜାତୀୟ ରାଜପଥରେ ତ୍ରିବେଦି ପାର୍କ ପାଖରେ ଥାନାଧିକାରୀ ଧିରଜ ଲେଙ୍କାଙ୍କ ଗାଡ଼ିରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ସେ ଦୀପାବଳି ପାଇଁ ଘରକୁ ଯିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କ ଗାଡ଼ିରୁ ଟଙ୍କା ଜବତ କରିଥିଲେ ବୋଲି କୁହାଯାଇଛି।

nis-ad
Leave A Reply

Your email address will not be published.