ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ଚାରି ଗୁରୁତର

ଦାରିଙ୍ଗବାଡ଼ି,୧୦/୧୦ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦାରିଙ୍ଗବାଡ଼ି ରୁ ସୋରଡ଼ା କୁ ସଂଯୋଗ କରୁଥିବା ରାସ୍ତା ର ଅଡାମାହା ଛକ ପାଖ ବାଙ୍କ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ବାଇକ ଆରୋହି ଗୁରୁତ୍ୱର। ଦାରିଙ୍ଗବାଡ଼ି ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରି ଜଣଙ୍କୁ ଭର୍ତ୍ତି କରାଯାଇଛି । ସେମାଙ୍କ ମଧ୍ୟରୁ ଶାସିଗାଡ଼ା ଗ୍ରାମ ର ଚିତ୍ରସେନ ପ୍ରଧାନ (୫୫) ଙ୍କ ବାମ ଗୋଡ଼ ଭାଙ୍ଗି ଯିବା ସହିତ ଛାତି ଭିତରେ ଯନ୍ତ୍ରଣା ହୋଇ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଦାରିଙ୍ଗବାଡ଼ି ଜନ ସ୍ଵାସ୍ଥ୍ୟ ଅଧିକାରୀ ଜାକେଶ ସାମନ୍ତରାୟ କହିଛନ୍ତି ।

nis-ad
Leave A Reply

Your email address will not be published.