ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଭୁବନେଶ୍ବର: ନିଶା ବିରୋଧୀ ଅଭିଯାନରେ ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।  ସେମାନେ ସମସ୍ତେ ବାଲେଶ୍ଵର ଅଞ୍ଚଳର। ଏହି ୩ ଅଭିଯୁକ୍ତ ଜଳେଶ୍ଵର ଦେଇ ଭୁବନେଶ୍ୱର ଆସିବେ ବୋଲି ପାଖରେ ଖବର ରହିଥିଲା ।

ପାର୍ବଣରେ ଡ୍ରଗ୍ସ କାରବାର ପୁଲିସ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହୋଇଛି । ସେଇଥିପାଇଁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡ଼ର। ପୂଜା ପାର୍ବଣକୁ ଆଖି ଆଗରେ ରଖି – ସ୍ପେଶାଲ ଡ୍ରାଇଭ ଚାଲିଛି । ପରିବାର ଲୋକଙ୍କୁ ପୋଲିସ କମିସନରଙ୍କ ନିର୍ଦ୍ଦେଶ   ଦେଇଛନ୍ତି ନିଜ ଛୁଆମାନେ ଯଦି ନିଶା ଖାଉଛନ୍ତି ତେବେ ପୋଲିସକୁ ଖବର ଦିଅନ୍ତୁ ।

nis-ad
Leave A Reply

Your email address will not be published.