ଅଜଣା ଗାଡି ଧକ୍କାରେ ଦୁଇ ମୃତ

ପଟ୍ଟାମୁଣ୍ଡାଇ: ଅଜଣା ଗାଡି ଧକ୍କାରେ ଦୁଇ ମୃତ ଜଣେ ଗୁରୁତର । ରାଜକନିକା ପେଗର ପଡା ଚଡେଇଖିଆ ନାଳ ପାଖରେ ଅଘଟଣ । ତିନି ଜଣ ସାଙ୍ଗ ଗୋଟିଏ ବାଇକ ନିଜ ଘରକୁ ଫେରିବା ସମୟରେ ଅଘଟଣ ।

କେହି ଅଜଣା ଗାଡି ପିଟି ଚାଲି ଯାଇଥିବା ସନ୍ଦେହ । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ କୌଶିକ ପଣ୍ଡା । ସେହିଭଳି ଗୁରୁତର ହେଲେ ଗୁରିଆ ସାହୁ । ଚିକିତ୍ସା ପାଇଁ ସେ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

nis-ad
Leave A Reply

Your email address will not be published.