ନକଲି ଔଷଧ ଜବତ ଘଟଣା, ୨ ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: କଟକରେ ନକଲି ଔଷଧ ଜବତ ସହ ୨ଜଣ ଗିରଫ ଘଟଣାରେ ଦୁଇ ମେଡ଼ିସିନ ଡିଷ୍ଟ୍ରିବ୍ୟୁସନ ସଂସ୍ଥାର ମାଲିକାଣିଙ୍କୁ ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ହାଇକୋର୍ଟ ପକ୍ଷରୁ ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିବାରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଉଭୟଙ୍କୁ ଗିରଫ କରାଯାଇପାରିବ ନାହିଁ।

nis-ad
Leave A Reply

Your email address will not be published.