ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡରୁ ପଡି ମହିଳାଙ୍କ ମୃତ୍ୟୁ

ଜୟପୁର ୧୫।୦୯ : ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଡାକ୍ତରଖାନା ବେଡରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଭାନୁ ଜାନୀ। ଜୟପୁର ଟାଉନ ଥାନାରେ ସଂପର୍କୀୟଙ୍କ ଅଭିଯୋଗ । ସ୍ବାମୀ ମଙ୍ଗଳା ଜାନୀଙ୍କ କେୟାର ଟେକର ଭାବେ ଗତକାଲି ଡାକ୍ତରଖାନା ଯାଇଥିଲେ ମହିଳା।

nis-ad
Leave A Reply

Your email address will not be published.