ପ୍ରତି ମାସରେ ଆସିବେ କେନ୍ଦ୍ରମନ୍ତ୍ରୀ -ବୈଜୟନ୍ତ

ଭୁବନେଶ୍ୱର : ପ୍ରତି ମାସରେ ଓଡିଶାକୁ ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ପ୍ରତି ମାସରେ ଆସିବେ , ୨ ଦିନିଆ ଗସ୍ତ କରିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପିର ସାଂଗଠନିକ କାର୍ଯ୍ୟ ନେଇ କେନ୍ଦ୍ର ମନ୍ତ୍ରୀ ଆସିବେ । ଆଲୋଚନା କରି ସଂଗଠନ ସମ୍ପର୍କରେ ମାର୍ଗ ଦର୍ଶନ କରିବେ ।

ହୋର ନିଶ୍ଚିତ ଭଲ ପ୍ରଭାବ ପଡିବ ବୋଲି କହିଲେ ବୈଜୟନ୍ତ । ଗତ ୨ ଦିନରେ ଓଡିଶା ଆସିଲେଣି ୭ ଜଣ କେନ୍ଦ୍ରମନ୍ତ୍ରୀ ।

nis-ad
Leave A Reply

Your email address will not be published.