ଛତିଶଗଡ ମୁଖ୍ୟମନ୍ତ୍ରୀ ପାଳିଲେ ନୂଆଁଖାଇ

ଝାରସୁଗୁଡା: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଳିଲେ ନୂଆଁଖାଇ । କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ଅଛି ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟତ ତାହା ପ୍ରମାଣ କରିଛି ।

ରାୟଗଡ଼ା ଜିଲ୍ଲାର ଲୋଇଙ୍ଗ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବଘେଲ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ସ୍ଥାନୀୟ ଚାଷୀ ବାହାଦୁର ଶିଦାରଙ୍କ ଘରେ ପହଞ୍ଚି ଖଲି ପତ୍ର ଓ ଦନାରେ ନବାନ୍ନ ଭକ୍ଷଣ କରିଥିଲେ ।

nis-ad
Leave A Reply

Your email address will not be published.