୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ; ଜୟଦେବ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ବଡ ବୟାନ ଦେଲେ ଜୟଦେବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ । ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ କହିଲେ ଜୟଦେବ । ବିଜେଡି- ବିଜେପି ଏକାଠି ଅଛନ୍ତି ।କଂଗ୍ରେସ ଏକମାତ୍ର ବିକଳ୍ପ । ସେ ଦୃଷ୍ଟିରୁ ଦେଖିଲେ ୨୦୨୪ ହେଉଛି ଆମପାଇଁ ଶେଷ ସୁଯୋଗ ।

ଯଦି ୨୦୨୪ ରେ ଜିତୁ , ତେବେ ୧୦-୧୫ ବର୍ଷ କ୍ଷମତାରେ ରହିବୁ । ୨୦୨୪ ପାଇଁ ଏକଜୁଟ ନ ହେଲେ ଭଗବାନ ବି ସାହାଯ୍ୟ କରିବେନି ।

nis-ad
Leave A Reply

Your email address will not be published.