ବର୍ଷାଙ୍କ ଜାତିଆଣ ଆକ୍ଷେପ ମାମଲା: ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ତାଙ୍କୁ ସମନ କରିଥିଲା । ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।

ଏହି ମାମଲାରେ ବର୍ଷାଙ୍କ ମାଆ ଓ ଝିଆରୀଙ୍କୁ ମଧ୍ୟ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ଫଳରେ ସେମାନଙ୍କୁ ଗିରଫ କରି ପାରିବ ନାହିଁ ଦିଲ୍ଲୀ ପୋଲିସ । ଆସନ୍ତା ୮ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

nis-ad
Leave A Reply

Your email address will not be published.