ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳନ

ହିଞ୍ଜିଳିକାଟୁ (୦୩/୦୮) : ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଵିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ତତ୍ୱାବଧାନରେ ବନମହୋତ୍ସଵ ପାଳିତ ହୋଇଯାଇଛି । ଏହି ବନମହୋତ୍ସଵ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛର ଚାରା ରୋପଣ କରାଯାଇଥିଲା । ବ୍ରହ୍ମପୁର ଵନଖଣ୍ଡ ର ବନପାଳ ,ହିଞ୍ଜିଳିକାଟୁ ଵ୍ଳକ ଅଧ୍ୟକ୍ଷ ସରସ୍ବତି ସେଠୀ ,ଶାସନ ଆମ୍ବଗାଁ ପଚାଁୟତ ର ସରପଚଁ ଦନାର୍ଦନ ସେଠୀ ,ସମାଜ ସେବି ଭଗବାନ ଗନ୍ତାୟତ ,ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ ,ଆଦର୍ଶ ବିଦ୍ୟାଳୟର ଖେଳ ଶିକ୍ଷକ ଅମ୍ବିକା ପ୍ରସାଦ ଙ୍କ ସହ ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.