ହିମାଚଳ ପ୍ରଦେଶରେ ଜଳ ପ୍ରଳୟ, ଚାହୁଁ ଚାହୁଁ ଭାସିଗଲା ଟ୍ରାକ୍ଟର

ଶିମଲା: ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ପ୍ରଖର ସ୍ରୋତରେ ଏକ ଟ୍ରାକ୍ଟର ଭାସିଯାଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ୩ଜଣ ବ୍ୟକ୍ତି ମଧ୍ୟ ଥିଲେ । କିଛି ସମୟ ପାଇଁ ଟ୍ରାକ୍ଟର ଉପରେ ଠିଆ ହୋଇଥିଲେ ମଧ୍ୟ ଟ୍ରାକ୍ଟରଟି ଓଲଟି ପଡ଼ିବା ପରେ ସମସ୍ତେ ବୁଡିଯାଇଥିଲେ ।

nis-ad
Leave A Reply

Your email address will not be published.