ଉମରକୋଟ(୨୧/୦୭) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଶାନ୍ତିନଗରଠାରେ ଆଜି ସକାଳେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି | ମାଓ ପୋଷ୍ଟର ରେ ମାଓବାଦୀ ସୀତାନଦୀ ଡିଭିଜନ ପକ୍ଷରୁ ଚେତାବନି ଦେଇଛନ୍ତି | ଫରେଷ୍ଟ ବାଲାକୁ କେନ୍ଦ୍ରକରୀ ଲେଖିଛନ୍ତି ଟଙ୍କା ଖାଇ ଜଙ୍ଗଳ କାଟିବା ବନ୍ଦ କରାଯାଉ ଓ ହାତୀଗାଁ, କସୁମପୁର, ନୂଆପାଡ଼ା ନାକଟିସିମଡ଼ାର ବହୁ ଲୋକମାନେ ଜଙ୍ଗଳ କାଟି ଗାଁ କରିଛନ୍ତି ତୁରନ୍ତ ଏହି ଗାଁ ଗୁଡ଼ିକ ଉଛେଦ କରାଯିବା ସହିତ ଜଙ୍ଗଳ କାଟିବା ବନ୍ଦ ହେଉ | ଏହା ମାଓବାଦୀମାନେ ଚେତାବନି ଦେଇଛନ୍ତି, ଏବେ ଏହି ପୋଷ୍ଟର ଯୋଗୁଁ ଜଙ୍ଗଲରେ ରହିଥିବା ଗାଁ ଗୁଡ଼ିକ ମଧ୍ୟରେ କୋକୁୟା ଭୟର ପରିବେଶ ଦେଖିବାକୁ ମିଳିଛି |
Sign in
Sign in
Recover your password.
A password will be e-mailed to you.
Prev Post