ଧବଳେଶ୍ଵର ପୀଠରେ ବାହୁଙ୍ଗିକୁ ବାରଣ

ଆଠଗଡ: ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା। ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । କେବଳ ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ପାଣି ଢ଼ାଳିବେ। ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ନିଷେଧ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ପ୍ରସାଶନର ଏଭଳି ନିଷ୍ପତ୍ତି ନେଇଛି। ଏ ନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.