୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗର ଶିଶୁମନ୍ଦିର ର ଶତପ୍ରତିଶତ ସଫଳତା : ଶତକଡା ୯୯.୬୭ ନମ୍ବର ରଖି ରାଜ୍ୟସ୍ତରରେ ପ୍ରଥମ…

ସାଶ୍ୱତ ସାହୁ ଏବଂ ଶିବରାମ ପାତ୍ର

ବ୍ରହ୍ମପୁର – ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୦ ବର୍ଷ ଧରି ୧୦୪୯ ସଫଳତା ହାସଲ କରିଆସୁଛନ୍ତି । ଏହି ବର୍ଷ ମୋଟ ୩୪୨ ଜଣ ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ଏହି ପରୀକ୍ଷାରେ ଅବ ର୍ମ ହୋଇଥିବା ମୋଟ ୩୪୨ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ AT Grade ଅର୍ଥାତ୍‌ ୯୦ % ରୁ ଇଦ୍‌ରେ ୧୫୯ ଜଣ , A2 Grade ଅର୍ଥାତ୍ ୮୦ % ରୁ ଊର୍ଦ୍ଧ୍ବରେ ୧୫୬ ଜଣ , ଏବଂ B1 Gride ଅର୍ଥାତ୍ ୭୦ % ରୁ ବର୍ତ୍ତରେ ୨୩ ଜଣ , ଜର୍ଶ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଶିବରାମ ପାତ୍ର ମୋଟ ୫୯୮ ମାର୍ଚ ( ୯୯ , ୬୬ % ) , ଦ୍ଵିତୀୟ ସ୍ଥାନରେ ଶାଶ୍ୱତ ସାହୁ ମୋଟ ୫୯୫ ମାର୍ଚ ( ୯୯ , ୧୭ % ) , ତୃତୀୟ ସ୍ଥାନରେ ଦୀପକ କୁମାର ନାୟକ ମୋଟ ୫୮୯ ମାର୍କ ( ୯୮.୧୭ % ) , ଚତୁର୍ଥ ସ୍ଥାନରେ ରୁଦ୍ର ପ୍ରତାପ ପାଇଁ ମୋଟ ୫୮୭ ମାର୍କ ( ୯୭.୮୩ % ) , ପ ମ ସ୍ଥାନରେ ଶୁଭାଶିଷ ଦାସ ମୋଟ ୫୮୬ ମାର୍କ ( ୯୭ , ୬୭ % ) , ଷଷ୍ଠ ସ୍ଥାନରେ କାହା ସାହୁ , ସ୍ନେହାଶୀସ ସାହୁ , ଶ୍ରୀୟାଶୀ ପାଇଁ ମୋଟ ୫୮୫ ମାର୍କ ( ୯୭.୫୦ % ) , ସପ୍ତମ ସ୍ଥାନରେ ପ୍ରୀତିନନ୍ଦା ପ୍ରୀୟଦର୍ଶନୀ ସାଇ , ପ୍ରାୟଶି ପାଢ଼ୀ , ପ୍ରଜ୍ଞ ମହାପାତ୍ର , ଅମରେଶ ପାଣିଗ୍ରାହୀ , ଦିବ୍ୟଜ୍ୟୋତି ତ୍ରିପାଠୀ , ଗୌରୀ ପଣ୍ଡା ମୋଟ ୫୮୪ ମାର୍କ ( ୯୭.୩୩ % ) , ଅଷ୍ଟମ ସ୍ଥାନରେ ଅମିତ କୁମାର ଆଚାର୍ଯ୍ୟ , କାମାକ୍ଷୀ ପ୍ରସାଦ ପଣ୍ଡା , ପ୍ରେରଣା ମହାପାତ୍ର , ରାଜ କୁମାର ନନ୍ଦ , ରିତିକ୍ ରଞ୍ଜନ ପାଣିଗ୍ରାହୀ , ତାପସ କୁମାର ମହାନ୍ତି ମୋଟ ୫୮୩ ମାର୍କ ( ୯୭.୧୭ % ) , ନବମ ସ୍ଥାନରେ ସାତ ସରୁପ ପାଣିଗ୍ରାହୀ ମୋଟ ୫୮୨ ମାର୍କ ( ୯୭ , ୦୦ % ) ଓ ଦଶମ ସ୍ଥାନରେ ଶାଗର କୁମାର ମହାପାତ୍ର , ଶ୍ରୀରାମ ସାହୁ , ଇଶ୍ୱକାନ୍ତ ସାହୁ ଓ ଶୌରଭ ମହାନ୍ତ ମୋଟ ୫୭୯ ମାର୍କ ( ୯୬.୫୦ % ) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର ଏବଂ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ତଥା ସମସ୍ତ ପରିଚଳନା ସମିତି ସଦସ୍ୟ ଓ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ , ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

nis-ad
Leave A Reply

Your email address will not be published.