ନୁପୁର ଶର୍ମାଙ୍କ ମୁଣ୍ଡ କାଟିଲେ ପୁରସ୍କାର ଘୋଷଣା କରିଥିବା ଖାଦିମ ସଲମାନ ଚିସ୍ତି ଗିରଫ

ଜୟପୁର : ଗତକାଲି ରାତିରେ ରାଜସ୍ଥାନ ପୋଲିସ ଦ୍ୱାରା ଅଜମେର ସରିଫ ଦରଗାହ ର ଖାଦିମ ସଲମାନ ଚିସ୍ତିକୁ ଗିରଫ କରାଯାଇଛି । ସଲମାନ ଚିସ୍ତି ନୁପୁର ଶର୍ମାଙ୍କ ବିଷୟରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ସଲମାନ ଚିସ୍ତି ଏକ ଭିଡିଓ ଜାରି କରି କହିଛନ୍ତି ଯେ ଯିଏ ନୁପୁର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୁଁ ତାଙ୍କୁ ଘର ଓ ଟଙ୍କା ଦେବି ।

nis-ad
Leave A Reply

Your email address will not be published.