ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଛୁରାମାଡ଼ରେ ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ଘଟଣା ପରେ ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ମାନସିକ ଅନଗ୍ରସର ଯୁବକଙ୍କ ଘର ଛତିଶଗଡ଼ ବୋଲି ଜଣାପଡିଛି । ମଞ୍ଚେଶ୍ୱର ପୋଲିସ ଘଟଣାର ଛାନଭିନ୍ କରୁଛି ।

nis-ad
Leave A Reply

Your email address will not be published.