ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା

ଭୁବନେଶ୍ବର: ୨୦୨୧ ଧର୍ମପଦ ପୁରସ୍କାର ପାଇବେ ଲଲାଟ ମୋହନ ପଟ୍ଟନାୟକ । ଚିତ୍ରକଳା, ସ୍ଥାପତ୍ୟ କଳା ପାଇଁ ପାଇବେ ପୁରସ୍କାର ପାଇବେ ଲଲାଟ ମୋହନ । ଧର୍ମପଦ ପୁରସ୍କାର ପାଇଁ ୫ଲକ୍ଷ ଟଙ୍କା ପାଇବେ ଲଲାଟ ମୋହନ । ଅନ୍ୟ ୫ ବରିଷ୍ଠ ଚିତ୍ରଶିଳ୍ପୀ ମଧ୍ୟ ହେବେ ସମ୍ବର୍ଦ୍ଧିତ । ୫ଚିତ୍ରଶିଳ୍ପୀ ହେଲେ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥୀ, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା ଓ ଦେବେନ୍ଦ୍ର ମିଶ୍ର ।

ସମସ୍ତ ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ମିଳିବ ୧ଲକ୍ଷ ଟଙ୍କା ପୁରସ୍କାର ରାଶି । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.