କଟକ ଜଗତପୁରରେ ନକଲି କୋଲ୍‌ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ: କଟକ ଜଗତପୁରରେ ଏକ ମୄଦ୍ୟୁ ପାନୀୟ ଗୋଦାମ ଉପରେ ଚଢ଼ାଉ। ସିଏମସି ସ୍ୱାସ୍ଥ୍ୟ ବିଭାଗ , ଜଗତପୁର ପୋଲିସ ଓ ଫୁଡ୍ ସ୍କ୍ୱାର୍ଡ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ନିମ୍ନମାନର ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଅପମିଶ୍ରଣ ସହ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ହୋଇଛି । ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ବୋଲତ ମୄଦ୍ୟୁ ପାନୀୟ ଜବତ କରାଯାଇଛି । ଏହା ସହ ଫ୍ୟାକ୍ଟ୍ରିର କାଗଜପତ୍ର ଠିକ୍ ନଥିବା ଜଣାପଡ଼ିଛି । ପରେ ଗୋଦାମକୁ ସିଲ କରାଯାଇଛି ।

nis-ad
Leave A Reply

Your email address will not be published.