ଅଳ୍ପକେ ବର୍ତିଲା କୋଷ୍ଟଗାର୍ଡ଼ ହେଲିକପଟର

ପୁରୀ: ଅଳ୍ପକେ ଏକ ଦୂର୍ଘଟଣା ରୁ ବର୍ତିଲା କୋଷ୍ଟଗାର୍ଡ଼ ହେଲିକପଟର । ସମୁଦ୍ର ଉପରେ ପେଟ୍ରୋଲିଂ ବେଳେ କୋଷ୍ଟଗାର୍ଡ଼ ହେଲିକପଟର ର ଯାନ୍ତ୍ରୀକ ତୃଟି ଦେଖା ଦେଇଥିଲା । ତେବେ କୋଷ୍ଟଗାର୍ଡ଼ ହେଲିକପଟର ଟି ତାଳବଣିଆ ହେଲିପ୍ୟାଡ଼ ରେ ଜରୁରୀ ଅବତରଣ କରିବା ଯୋଗୁ ଅଳ୍ପକେ ଏକ ଦୂର୍ଘଟଣା ରୁ ବର୍ତି ଯାଇଛି ।

nis-ad
Leave A Reply

Your email address will not be published.