ସମସ୍ତଙ୍କର ଫର୍ମ ଫିଲ୍‌ପ ହୋଇଥିଲା -ମନ୍ତ୍ରୀ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ୪୬ ହଜାର ପିଲା ଅୁନପସ୍ଥିତ ପ୍ରସଙ୍ଗ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ମହାମାରୀ କୋଭିଡ ହେତୁ ସମସ୍ତ ପିଲାଙ୍କ ଫର୍ମ ଫିଲପ ଫି ସରକାର ଛାଡ କରିଥିଲେ । ୮ମ ରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତ ଙ୍କ ଫର୍ମ ଫିଲଅପ ହେଲା । ସେହି ସମସ୍ତ ପିଲାଙ୍କ ଫର୍ମ ଫିଲ୍ ଅପ କର୍ତ୍ତୁପକ୍ଷ ସ୍ୱତଃ ମାଗଣାରେ କରିଥିଲେ ।

ତେବେ ଫର୍ମ ଫିଲ୍‌ଅପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି , ତଦନ୍ତ ହେବ । ପରୀକ୍ଷା ରେ ଅନୁପସ୍ଥିତ କାରଣ ପାଇଁ ଡିଇଓ ଓ ବିଇଓ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

nis-ad
Leave A Reply

Your email address will not be published.