ପୁଣି ୩ ଦିନିଆ ରିମାଣ୍ଡରେ ଯିବେ କାର୍ତ୍ତିକେଶ୍ବର

ଭୁବନେଶ୍ୱର: ଗଞ୍ଜାମ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ପୁଣି ରିମାଣ୍ତରେ ନେବାକୁ ଅନୁମତି ମିଳିଛି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଭିଜିଲାନ୍ସ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ସମ୍ପତ୍ତିର ଖୋଳତାଡ଼ କରିବ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉଳଙ୍କ ଘରେ ଏପ୍ରିଲ ୬ ତାରିଖ ଭିଜିଲାନ୍ସ ଚଢ଼ାଉ ହୋଇଥିଲା।

nis-ad
Leave A Reply

Your email address will not be published.