ବିଦ୍ୟୁତ ଆଘାତ ପାଇ ଶରଧାପୁର ଗ୍ରାମର ସତ୍ୟଭାମା ମହାନ୍ତଙ୍କ ମୃତ୍ୟୁ

ରାଉରକେଲା (୧୦/୦୪) : ସୁନ୍ଦରଗଡ ଜିଲ୍ଲା ବଣେଇଗଡ ଉପଖଣ୍ଡ ଗମଲେଇ ଗ୍ରାମରେ କୁଲର ରୁ ବିଦ୍ୟୁତ ଆଘାତ ପାଇ ମହିଳା ଙ୍କ ମୃତ୍ୟୁ । ମହିଳା ଜଣକ ଶରଧା ପୁର ଗ୍ରାମର ସତ୍ୟଭାମା ମହାନ୍ତ ବୋଲି ଜଣା ପଡ଼ିଛି । ସେ ନିକଟସ୍ଥ ମୋନିକା ସ୍ପଞ୍ଜ ଆଇରନ କାରଖାନାରେ କାମ ସାରି ଘରକୁ ଆସି ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଲହୁଣିପଡା ପୁଲିସ ଘଟଣାର ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.