ବାଲିଘାଟ ବୋମାମାଡ ଘଟଣାରେ ASI ସସ୍‌ପେଣ୍ଡ୍

ଯାଜପୁର: ବିଝାଂରପୁର ଥାନା ବଗମରା ବାଲି ଘାଟରେ ଲିଜକୁ ନେଇ ବୋମାମାଡ ମାମଲାରେ ଥାନା ଏସଆଇ କଣ୍ଡୁରି ଚରଣ ଦାସ ନିଲମ୍ବିତ । ନିଲମ୍ବିତ କରିଛନ୍ତି ଯାଜପୁର ଏସପି ରାହୁଲ ପିଆର । ଗତ ୧୯ ତାରିଖରେ ସୁରେନ୍ଦ୍ର ଦାସ ଉପରେ ବୋମା ପିଙ୍ଗାଯାଇଥିବା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ପରିବାର ଲାେକ ଅଭିଯୋଗ କରିଥିଲେ ।

ଫଳରେ କାର୍ଯ୍ୟରେ ଅବହେଳା ଲାଗି ଏସପି କାର୍ଯ୍ୟାନୁଷ୍ଠାନ ନେଇଥିବା ଅତିରିକ୍ତ ଏସପି ସୁଚନା ଦେଇଛନ୍ତି । ସୂଚନାଥାଉକି ଏହି ବୋମାମାଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିଲା ।

nis-ad
Leave A Reply

Your email address will not be published.