କୋରାପୁଟ ଗସ୍ତରେ ପୋଲିସ ଡିଜି, ମାଓ ସ୍ଥିତି ଏବଂ ନିର୍ବାଚନ ସୁପରିଚାଳନା ନେଇ ସମୀକ୍ଷା ବୈଠକ

କୋରାପୁଟ, (ଓଡିଶା ଟାଇମ୍):କୋରାପୁଟ ଗସ୍ତରେ ପୋଲିସ୍ ଡିଜି ସୁନିଲ କୁମାର ବଂଶଲ୍‌ । ଡିଜିପିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ , ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ ଆଇଜି ଗୁଇନ୍ଦା ଅଧିକାରୀ ଏହି ଗସ୍ତରେ ଅଛନ୍ତି ।

ଖବର ଅନୁଯାୟୀ, ଜିଲ୍ଲାରେ ମାଓ ସ୍ଥିତି ଓ ଆଗାମୀ ଦିନରେ ହେବାକୁ ଥିବାର ନିର୍ବାଚନକୁ କିପରି ସମ୍ପାଦନ କରାଯିବ । ଏନେଇ ଆଜି ପୋଲିସ ଡିଜି କୋରାପୁଟରେ ପହଞ୍ଚିଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରୁଛନ୍ତି । ଏହା ସହ କୋବ୍ରା ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

nis-ad
Leave A Reply

Your email address will not be published.