ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ମହାନଦୀକୁ ଡେଇଁ ପଡିଲେ ଯୁବକ । ନୟାଗଡ ଖଣ୍ଡପଡା ଥାନା ସିଦ୍ଧମୂଳା ମହାନଦୀ ବ୍ରିଜ୍‌ ଉପରୁ ଯୁବକ ଜଣକ ଡେଇଁଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେ ନରସିଂହପର କାନପୁର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କାନପୁର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

nis-ad
Leave A Reply

Your email address will not be published.