ମାଛମରାକୁ କେନ୍ଦ୍ର କରି ଆକ୍ରମଣ, କଟୁରୀ ଚୋଟରେ ଜଣେ ମୃତ

ଯାଜପୁର: ଯାଜପୁର ଅନ୍ତର୍ଗତ ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛ ମରାକୁ କେନ୍ଦ୍ର କରି ଜଣଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । କଟୁରୀ ଚୋଟରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଧୀରେନ୍ଦ୍ର ଜେନା ବୋଲି ଜଣାପଡ଼ିଛି । ଆକ୍ରମଣ ଘଟଣାରେ ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ମଙ୍ଗଳପୁର ପୋଲିସ୍।

nis-ad
Leave A Reply

Your email address will not be published.