ପୁରୀରେ ASI ଡିଜି ଭି.ବିଦ୍ୟାବତୀ

ପୁରୀ : ପୁରୀରେ ଏଏସଆଇ (ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ)ର ଡାଇରେକ୍ଟର ଜେନେରାଲ ଭି ବିଦ୍ୟାବତୀ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ । ଏହାସହ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନର ସମୀକ୍ଷା କରିଥିଲେ ।ଏଏସଆଇର ମୋହର ବାଜିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଏସଆଇ ଡିଜିଙ୍କ ସହ ଜିଲ୍ଲାପାଳ, ଏସପି, ଓବିସିସିର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପ କାର୍ଯ୍ୟ ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.