EOW ପଞ୍ଝାରେ ଔରକ୍ସା ଡିଲ୍ ମଲ୍ଟି ଟ୍ରେଡ୍‌ର ୨ ଅଧିକାରୀ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପଞ୍ଝାରେ ଔରକ୍ସା ଡିଲ୍ ମଲ୍ଟି ଟ୍ରେଡର ଦୁଇ ଅଧିକାରୀ । ଦୁଇ ଅଧିକାରୀ ଶରତ କୁମାର ନାୟକ ଏବଂ ପ୍ରଭାତ ରଞ୍ଜନ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲୁଟିଥିଲେ କୋଟି କୋଟି ଟଙ୍କା । ପାଖାପାଖି ୫୦୦ ଲୋକଙ୍କଠାରୁ ୧୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ କମ୍ପାନୀର ଏମଡି ବାବୁ ସିଂ କୁସୱାଙ୍କୁ ଗିରଫ କରାଯାଇଛି ।

nis-ad
Leave A Reply

Your email address will not be published.