ବାତ୍ୟା ‘ଦାନା’ ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନଂ ଜାରି

ଭୁବନେଶ୍ୱର: ବାତ୍ଯା ‘ଦାନା’ କୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ୧୫ଟି ଜିଲ୍ଲାର ଲୋକଙ୍କୁ ସହାୟତା କରିବା ପାଇଁ ଜରୁରୀକାଳୀନ ହେଲ୍ପଲାଇନ ଫୋନ୍ ନମ୍ବର ଜାରି କରିଛନ୍ତି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ବ୍ୟବସ୍ଥା କରାଯାଇଛି। ବାତ୍ଯା ‘ଦାନା’ ପାଇଁ ଟୋଲ୍ ଫ୍ରି ନମ୍ବର 1077 ଥିବାବେଳେ ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ କଣ୍ଟ୍ରୋଲ୍ ରୁମ୍ ନମ୍ବର ଅଛି। 

ବାଲେଶ୍ବର- କଣ୍ଟ୍ରୋଲ୍ ରୁମ୍ – 06782-262286, 06782-261076

ମୟୂରଭଞ୍ଜ- କଣ୍ଟ୍ରୋଲ୍ ରୁମ୍- 06792-252759, 06792-252941

ଭଦ୍ରକ-କଣ୍ଟ୍ରୋଲ୍ ରୁମ୍ -06784- 251881

ଯାଜପୁର- କଣ୍ଟ୍ରୋଲ୍ ରୁମ୍ -06728- 222648

କେନ୍ଦ୍ରାପଡା- କଣ୍ଟ୍ରୋଲ୍ ରୁମ୍ -06727- 232803

କେନ୍ଦୁଝର- କଣ୍ଟ୍ରୋଲ୍ ରୁମ୍ -06766- 255437

nis-ad
Leave A Reply

Your email address will not be published.