ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ ବାତ୍ୟା : ଆମେରିକୀୟ GFS ମଡେଲ

କେଉଁଠି ମାଡ ହେବ ବାତ୍ୟା ଦାନା । ବାତ୍ୟାର ଗତିପଥ ନେଇ ଆକଳନ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା । ଆମେରିକୀୟ GFS ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ । ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ହଳଦୀବାରୀ ଅଞ୍ଚଳରେ ହିଟ କରିବ। ସେହିପରି ୟୁରୋପୀୟ ECMWFର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି। । ବାତ୍ୟାର ଗତିପଥ ନେଇ ସ୍ପଷ୍ଯ କରିନି ଆଇଏମଡି  ।

nis-ad
Leave A Reply

Your email address will not be published.