ମୁମ୍ବାଇ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନ; ବିର୍ଲା ଗ୍ରୁପ୍‌‌ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଥମ ସେସନରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ ଶ୍ରୀ କୁମାର ମଙ୍ଗଲମ୍‌‌ ବିର୍ଲା ଓ ପାର୍ଲେ ଆଗ୍ରୋ ସିଇଓ ଏବଂ ଆଭାଡା ଗ୍ରୁପ୍‌‌ ସହ ବୈଠକ କରି ସାମ୍ନାସାମ୍ନି ଆଲୋଚନା କରିଛନ୍ତି। ମୁମ୍ବାଇରେ ବିଶିଷ୍ଟ ଶିଳ୍ପସଂସ୍ଥାର ସିଇଓଙ୍କୁ ଭେଟି ଆଜି ମୁଖ୍ୟମନ୍ତ୍ରୀ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।

nis-ad
Leave A Reply

Your email address will not be published.