ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ ସରକାର । ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇଲେ ରାଜ୍ୟ ସରକାର । ପୂର୍ବରୁ ୪୬ ପ୍ରତିଶତ ଥିବାବେଳେ ୪ ପ୍ରତିଶତ ବୃଦ୍ଧି ପାଇ ମହଙ୍ଗା ଭତ୍ତା ୫୦%ରେ ପହଞ୍ଚିଛି ।

ଏହା ହେଉଛି ନୂଆ ମୋହନ ମାଝି ସରକାରଙ୍କର ସରକାରୀ କର୍ମଚାରୀମାନଙ୍କୁ ପ୍ରଥମ ଭେଟି |

nis-ad
Leave A Reply

Your email address will not be published.