ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି, ଉଭୟ ପଦବୀ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର : ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ ସେକ୍ରେଟେରୀ କିମ୍ବା ଓଏସଡିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ନଥିବ। ଉଭୟ ପଦବୀ ପାଇଁ ଅପରାଧିକ ମାମଲା ହୋଇନଥିବ ବୋଲି ନିୟମ ଜାରି ହୋଇଛି। CCR/ PAR ‘ଭେରିଗୁଡ’ ‘ଆଉଟଷ୍ଟାଣ୍ଡିଂ’ ଥିବ ।  ଗତ ୫ ବର୍ଷ ଭିତରେ ବିଗତ ୩ ବର୍ଷର CCR/PAR ରେଟିଂକୁ ଦେଖାଯିବ ।  ପିଏସ, OSD ମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ।  କିନ୍ତୁ ସମସ୍ତଙ୍କୁ ଗାଇଡଲାଇନ କଡ଼ାକଡ଼ି ମାନିବାକୁ ପଡ଼ିବ ବୋଲି କୁହାଯାଛି ।

nis-ad
Leave A Reply

Your email address will not be published.