ପୌରାଧ୍ୟକ୍ଷାଙ୍କ ସଭାପତିତ୍ୱରେ ପ୍ରଥମ ବୈଠକ

ଫୁଲବାଣୀ : ଫୁଲବାଣୀ ପୌରପରିଷଦର ବୈଠକ l ପୌରାଧକ୍ଷା ଙ୍କ ଅନାସ୍ଥାପରେ ଉପାଧ୍ୟାକ୍ଷା ପାୟଲ ବେହେରା ଅଧକ୍ଷା ଭାବେ ଦାୟିତ୍ଵ ନେବାପରେ ଏହା ତାଙ୍କର ପ୍ରଥମ ବୈଠକ l ପୌରାଧ୍ୟାକ୍ଷା ପାୟଲ ବେହେରାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅନ୍ୟମାଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜଗନାଥ ସାହୁ (ଟିକୁ ) ପୌରପାରିଷଦ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିବାବେଳେ ସମସ୍ତ୍ କାଉନସିଲର ମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ପୌରପରିଷଦ ସମସ୍ତ ୱାର୍ଡର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା l ଟାକ୍ସ ଆଦାୟ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା l ପରପରିଷଦକୁ ମିଳି ମିଶି ସୁରୁଖୁରୁରେ ଜଳାଇବାକୁ ଅଧକ୍ଷା ପାୟଲ ବେହେରା ସମସ୍ତ କାଉନସିଲରଙ୍କୁ କହିଥିଲେ l

nis-ad
Leave A Reply

Your email address will not be published.