ଯବାନଙ୍କ ଗୁଳିରେ ଯବାନ ମୃତ

ମାଲକାନଗିରି : ଯବାନଙ୍କ ଗୁଳିରେ ଯବାନ ମୃତ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବଳରାମପୁର ଜିଲ୍ଲାରେ ଜଣେ CAF ଜବାନ ନିଜ ସର୍ଭିସ ରିଭଲଭରରେ ସାଥୀ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।  ଏଥିରେ ଦୁଇ ଜବାନଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।  ମୃତ ଜବାନ ହେଲେ ରୂପେଶ ପଟେଲ ଏବଂ ସନ୍ଦୀପ ପାଣ୍ଡେ। କେଉଁ କାରଣରୁ ଗୁଳିମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

nis-ad
Leave A Reply

Your email address will not be published.