ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା, ଉଠା ଦୋକାନ ଉପରକୁ ମାଡିଗଲା ପୋଲିସ ଭ୍ୟାନ

କଟକ: କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା ।  ରାସ୍ତା କଡକୁ ଚଢ଼ି ଗଲା ପୋଲିସ ଭ୍ୟାନ ।  ଜଣେ ଉଠା ଦୋକାନ ଉପରକୁ ମାଡି ଗଲା ଭ୍ୟାନ ।  ଜଣେ ସାଇକେଲ ଆରୋହୀ ମଧ୍ୟ ଆହତ । କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଏହି ଦୁର୍ଘଟଣା ଘଟିଛି । କଟକ ସଦର ପୋଲିସର ରିଜର୍ଭ ଶାଖାରେ ଏହି ପୋଲିସ ଭ୍ୟାନ ନିୟୋଜିତ ରହିଛି ।

nis-ad
Leave A Reply

Your email address will not be published.