ବିଜେଡି ଓଡିଶାବାସୀଙ୍କ ଦଳ ଥିଲା, ରହିବ….

ଭୁବନେଶ୍ବର: ବିଜେଡି ସବୁ ବେଳେ ଓଡିଶାବାସୀଙ୍କ ଦଳ ଓ ବଳ ଥିଲା ଆଉ ରହିବ ମଧ୍ୟ । କ୍ଷମତା ଆଉ କି ନଥାଉ ବିଜେଡି କିନ୍ତୁ ଓଡିଶାବାସୀଙ୍କ ବିକାଶ ଚାହେଁ । ଆଜି ବିଜେଡିର ଏଜେଣ୍ଡା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର ।

ସେ କହିଛନ୍ତି, ଓଡିଶାର ସର୍ବବୃହତ ଦଳ ବିଜେଡି ଓଡିଶାବାସୀଙ୍କ ଆସ୍ଥାରେ ରହିଛି । ବିଜୁ ଜନତା ଦଳ ହେଉଛି ଓଡ଼ିଶାବାସୀଙ୍କ ବଳ । ଆଉ ଏହାର ଏଜେଣ୍ତା ହେଉଛି ଓଡିଶା ଲୋକଙ୍କ ବିକାଶ । ବିଜେଡି ବିରୋଧୀ ହୋଇ ବି ଲୋକଙ୍କ ସେବା କରିବ ।  ଏହା ଓଡ଼ିଶାବାସୀଙ୍କ ଦଳ ହୋଇ ରହିବ ବୋଲି କହିଛନ୍ତି ଦେବୀ ମିଶ୍ର ।

nis-ad
Leave A Reply

Your email address will not be published.