ଅଜଣା ରୋଗ ଆତଙ୍କ,ଆସିଲା ୧୪ଜଣଙ୍କ ରକ୍ତ ପରୀକ୍ଷା ରିପୋର୍ଟ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ପଂଚାୟତର ୧୩ନମ୍ବର ୱାର୍ଡରେ ଅଜଣାରୋଗ ଆତଙ୍କ ଦେଖାଦେଇଛି । ଏହାରି ଭିତରରେ ୧୪ଜଣ ରୋଗୀଙ୍କ ରକ୍ତ ନମୁନା ରିପୋର୍ଟ ଆସିଛି । ୧୪ଜଣଙ୍କ ମଧ୍ୟରୁ ୩ଜଣ ସ୍କ୍ରବ୍ ଟ୍ରାଇଫସରେ ଆକ୍ରନ୍ତ ଥିବା ବେଳେଅନ୍ୟ ୧୧ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନଥିବା ଜଣାପଡିଛି ।

ଏନେଇ ଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣବ କୁମାର ଶୁକ୍ଳା ସୂଚନା ଦେଇଛନ୍ତି । ପଚାପାଣି,କାଦୁଅ,ଘାସରେ ଚଳପ୍ରଚଳ ବେଳେ ଏହି କୀଟ ମଣିଷର ହାତ ଓ ଗୋଡ଼ରେ କାମୁଡ଼ିଲେ ଜ୍ଵର ହେବା, ଆଣ୍ଠୁଗଣ୍ଠି ବ୍ୟଥା ହେବା, ଚର୍ମରେ ସ୍ପର୍ଟ ହେବା ଆଦି ଲକ୍ଷଣ ଦେଖାଯାଇଥାଏ ବୋଲି ସୂଚନା କହିଛନ୍ତି ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର କହିଛନ୍ତି ।

nis-ad
Leave A Reply

Your email address will not be published.