ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା

କଟକ : ଆସନ୍ତା ୧୭ ତାରିଖରେ ଓଟିଇଟି ପରୀକ୍ଷା । ଓଟିଇଟି  ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା । ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି ଆଡ଼ମିଟ କାର୍ଡ । ରାଜ୍ୟର ୪୩୦ ପରୀକ୍ଷା କେନ୍ଦ୍ରରେ ହେଉଛି ପରୀକ୍ଷା । ଦୁଇଟି ସିଟିଂରେ ହେବ ଓଟିଇଟି ପରୀକ୍ଷା । ପେପର ୧ ରେ ୩୪ ହଜାର ୧୧୬ ପରୀକ୍ଷାର୍ଥୀ ଓ ପେପର ୨ ରେ ୧ ଲକ୍ଷ ୭ ହଜାର ୧୬୨ ପରୀକ୍ଷାର୍ଥୀ ।

nis-ad
Leave A Reply

Your email address will not be published.