କଟକ: କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ବିଧାନସଭାରେ ପ୍ରଶ୍ନ କଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରୋଦସ । କଟକର ଦହିବରା ଆଳୁଦମ ବେଶ୍ ପ୍ରସିଦ୍ଧ । ଏହାର୍ ସ୍ଵାଦ ମଧ୍ୟ କାହାକୁ ଅଜଣା ଅଛପା ନୁହେଁ । ଏଥିପାଇଁ କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ଦେବାକୁ ପଦକ୍ଷେପ ନେବା ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସରକାର ଏ ପ୍ରସଙ୍ଗରେ ନେଇଥିବା ପଦକ୍ଷେପ ଉପରେ ବିଧାୟିକା ମଧ୍ୟ ସନ୍ତୋଷବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.