ଦବିଲା ଭୁବନେଶ୍ୱର ଆଇଗିଣିଆ ଜାତୀୟ ରାଜପଥ ଫ୍ଲାଏଓଭର ରାସ୍ତା

ଭୁବନେଶ୍ୱର : ଦବିଲା ଭୁବନେଶ୍ୱର ଆଇଗିଣିଆ ଜାତୀୟ ରାଜପଥ ଫ୍ଲାଏଓଭର ରାସ୍ତା । ବର୍ଷାରେ ଆଇଗିଣିଆ ଫ୍ଲାଏଓଭର ରାସ୍ତା ଦବି ଯାଇଛି । ରାସ୍ତାର ଅବସ୍ଥା ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦବି ଯାଇଥିବା ସ୍ଥାନରେ ଏକ ମିନି ଟ୍ରକ ମଧ୍ୟ ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଜାତୀୟ ରାଜପଥରେ ଏହି ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା ।  ଏତେ କମ ସମୟରେ  ରାସ୍ତାଟି  ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।  ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.