ହୋଟେଲ ରୁମ୍‌ରୁ ମିଳିଲା ଯବାନଙ୍କ ମୃତଦେହ

ଭୁବନେଶ୍ୱର : ହୋଟେଲରୁ ସନ୍ଦେହ ଜନକ ଅବସ୍ଥାରେ ପୂର୍ବତନ ସେନା ଅଧିକାରୀଙ୍କ ମୃତ ଦେହ ମିଳିଛି । ତାଙ୍କ ନାମ ହେଲା ମିର୍ ସିଂହ, ବୟସ ୪୩ ବର୍ଷ । ରାଜସ୍ଥାନ ନିବାସୀ ମୀର ଚାରିବର୍ଷ ହେଲା ଭୁବନେଶ୍ୱରର ଏହି ହୋଟେଲକୁ ଆସୁଥିଲେ। ହୋଟେଲ ରୁମରୁ ମିଳିଲା ସନ୍ଦେହ ଜନକ ଅବସ୍ଥାରେ ମୃତଦେହ। ତାଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରିଛି ପୋଲିସ। ଫରେନସିକ ଯାଚ ଓ ପୋଷ୍ଟମର୍ଟମ ପରେ ମୃତ୍ୟର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ନିଜକୁ ରିଟାର୍ଡ ଆର୍ମି ପରିଚୟ ଦେଇ ହୋଟେଲରେ ରହୁଥିଲେ । ଏନେଇ ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ କରୁଛି।

nis-ad
Leave A Reply

Your email address will not be published.