ସଂପୂର୍ଣ୍ଣ ନିଶା ମୁକ୍ତ ହେବ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ

wer

ଭୁବନେଶ୍ୱର :  ସଂପୂର୍ଣ୍ଣ ନିଶା ମୁକ୍ତ ହେବ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମାନେ ବି ଏଣିକି ଦାଖଲ କରିବେ Anti Drug Declaration । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ଵବିଦ୍ୟାଳୟ ଅଧ୍ୟାପକ Anti Drug Declaration ଦାଖଲ କରିବେ । ଏନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ଏହି ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ।

nis-ad
Leave A Reply

Your email address will not be published.