ହିଞ୍ଜିଳିକାଟୁ ୧୩!୯ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ନନ୍ଦିନୀ ନଦୀରେ କୁମାରପାଣି ଗ୍ରାମର ମଧୁ ବିଷୋୟୀ ହତ୍ୟାକାଣ୍ଡ ଘଟଣା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଶେରଗଡ଼ ପୋଲିସ୍ । ସେମାନେ ହେଲେ ସୀମାଞ୍ଚଳ ପ୍ରଧାନ , ସାଗର ଦାସ ,ଓ ସରପଂଚ ଉଦୟନାଥ ପ୍ରଧାନ । ଏହି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ୍ ସେମାନଙ୍କୁ ପଚରା ଉଚରା କରୁଛି । ତେବେ ରାଜନୈତିକ ତିକ୍ତତା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ମୃତ ମଧୁ ସରପଂଚ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା । ଏହି ବିବାଦ ପରେ ଉଗ୍ର ରୂପ ନେଇଥିଲା ବୋଲି ଶେରଗଡ଼ ଥାନା ଏସ ଆଇ ସତ୍ୟଜିତ ବେଣିଆ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post