ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ କେଉଁ ବିଭାଗରେ ଭାରତରୁ କେତେଜଣ ଭାଗ ନେବେ – ତୀରନ୍ଦାଜୀରେ – ୧୬, ସନ୍ତରଣ – ୨୨, ଦୌଡ଼କୁଦ – ୬୫, ବ୍ୟାଡମିଣ୍ଟନ – ୧୯, ବକ୍ସିଂ – ୧୩, ସାଇକଲ ଚାଳନା – ୧୦, ଜୁଡୋ – ୪, ନୌଚାଳନା – ୩୩, ସୁଟିଂ – ୩୦, ଟେବୁଲଟେନିସ – ୧୦, ଭାରୋତ୍ତୋଳନ – ୨, ପତାଖେଳ – ୧୮, ଚେସ୍ – ୧୦, ଗଲ୍ଫ – ୭, ସପ୍ଟ ଟେନିସ – ୧୦, ସ୍କ୍ବାଶ – ୮, ଜୁ ଜିତୁସୁ – ୬, କ୍ରୁରାସ – ୨, ଟେନିସ – ୯, ଇ ସ୍ପୋର୍ଟସ – ୧୫, ଉସୁ – ୧୦, ସେଲିଂ – ୧୬, କାୟାକିଂ କାନୋଇଂ – ୧୭, ସିପକଟାକ୍ରୋ – ୧୬, ରୋଲର ସ୍କେଟିଂ – ୧୪, ଜିମ୍ନାଷ୍ଟିକ୍ସ – ୧, ଅସୀ ଚାଳନା – ୯, କୁସ୍ତି – ୧୮, ଅଶ୍ବଚାଳନା – ୧୧, ସ୍ପୋର୍ଟସ କ୍ଲାଇମ୍ବିଂ – ୭, କ୍ରିକେଟ ପୁରୁଷ ଓ ମହିଳା – ୩୦, ହ୍ୟାଣ୍ଡବଲ ମହିଳା – ୧୬, ହକି ପୁରୁଷ ଓ ମହିଳା – ୩୬, କବାଡି ପୁରୁଷ ଓ ମହିଳା – ୨୪, ରଗ୍ବୀ ମହିଳା – ୧୨, ବାସ୍କେଟବଲ ପୁରୁଷ ଓ ମହିଳା – ୨୦, ଭଲିବଲ ପୁରୁଷ ଓ ମହିଳା – ୨୪, ଫୁଟବଲ ପୁରୁଷ ଓ ମହିଳାରେ – ୪୪
ପ୍ରତିଯୋଗିତାରେ ଓଡ଼ିଶାରୁ ଦୌଡ଼କୁଦ ଜାଭେଲିନରେ କିଶୋର କୁମାର ଜେନା, ନୌଚାଳନାରେ ସୋନାଲୀ ସ୍ବାଇଁ ଓ ଋତୁ କାଉଡି, ମହିଳା ହକିରେ ଦୀପ୍ଗ୍ରେସ ଏକ୍କା ଓ ପୁରୁଷରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମହିଳା ଫୁଟବଲରେ ପ୍ୟାରୀ ଖାଖା ଓ ମନୀଷା ପାନ୍ନା ସ୍ଥାନ ପାଇବା ନେଇ ଆଶା କରାଯାଉଛି।
Post Views: 7