ଗଛିତ ଗଞ୍ଜେଇ କୁ ଜବତ କଲା ପୋଲିସ ବିଭାଗ…


ମାଲକାନଗିରି ବାଲିମେଳା : ବାଲିମେଳା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ଏକ ଵିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ପୋଲିସ ପକ୍ଷରୁ କୁଡୁମୂଳଳୁଗୁମ୍ମା ଫାଣ୍ଡି ଅନ୍ତର୍ଗତ ମାଛା ଗୁଡା ଗ୍ରାମରୁ ଏକଘରୁ ପ୍ରାୟ ୨୦୦କିଲୋଗ୍ରାମ ଗଞ୍ଜେଇ ପୋଲିସ ଦ୍ୱାରା ଜବତ କରାଯାଇଛି । ବର୍ତ୍ତମାନ ସୁଧା କୌଣସି ବ୍ୟକ୍ତି ଙ୍କୁ ଗିରଫ କରାଯାଇ ପାରିନଥିବା ବେଳେ ପୋଲିସ ପକ୍ଷରୁ ଅବକାରୀ ମାମଲା 267/23 u/s- 20(b)(ii)(C) ରୁଜୁ କରି ତଦନ୍ତ ଜାରି ରଖିଥିବା ବାଲିମେଳା ଆଇଆଇସିଙ୍କ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.