ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ରାଉରକେଲା (୧/୭) : ଆଜି ସକାଳ ସମୟ ରେ ରାଉରକେଲାର ରିଂଗ ରୋଡ କଡରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି । ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ ମୃତ ଦେହ ପଡିଥିବାର ଦେଖି ସ୍ଥାନିୟ ପୋଲିସ ଥାନାକୁ ଖବର ଦେଇ ଥିଲେ । ପୋଲିସ ମୃତକ ପଡିଥିବା ସ୍ଥାନ ରେ ପହଞ୍ଚି ଶବଟିକୁ ଜବତ କରିବାସହ ବ୍ଯବଚ୍ଛେଦ ପାଇଁ ପଠାଇ ଶବଟି ର ପରିଚୟ
ପାଇଁ ଅନୁସନ୍ଧାନ ଚଳାଉଥିବା ଏକ ବିଶେଷ ସୂତ୍ର ରୁ ଜଣାପଡିଛି ।

nis-ad
Leave A Reply

Your email address will not be published.