Browsing Category

ଦେଶ

ନଡ଼ା ଜାଳିଲେ କୃଷକ, ନିଲମ୍ବିତ ହେଲେ ୨୪ ଅଫିସର୍‌

ଚଣ୍ତୀଗଡ : ନଡ଼ା ଜାଳିଲେ କୃଷକ। ନିଲମ୍ବିତ ହୋଇଗଲେ ଅଫିସର୍‌। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୪ ଅଧିକାରୀଙ୍କୁ କରାଗଲା ସସ୍‌ପେଣ୍ଡ। ଏଭଳି କିଛି ଆକ୍ସନ ନେଇଛନ୍ତି ହରିୟାଣା ସରକାର।ଦିନକୁ ଦିନ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଏଥିପାଇଁ ପ୍ରତିବର୍ଷ ହରିୟାଣାକୁ ମଖ୍ୟତଃ ଦାୟୀ

ବାତିଲ ହେଲା ୧୭୮ ଟ୍ରେନ୍‌: ଦେଖନ୍ତୁ କେଉଁ ଦିନ ବାତିଲ ହେଲା କେଉଁ ଟ୍ରେନ୍‌

ନୂଆଦିଲ୍ଲୀ : ବାତ୍ୟା ‘ଦାନା’ ପାଇଁ ବାତିଲ୍‌ ହେଲା ଟ୍ରେନ୍‌। ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ କରାଯାଇଛି। ସେଥିରେ ଅପ୍‌ ଟ୍ରେନ୍‌ ୮୫ ଥିବା ବେଳେ ଡାଉନ୍‌ ଟ୍ରେନ୍‌ ୯୩ଟି ରହିଛି। ରେଳ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।୨୩

ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ପୁଲିସକୁ ମିଳିଲା ବଡ଼ ସଫଳତ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ C60 କମାଣ୍ଡୋ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ

ବଢ଼ୁଛି ରାଜଧାନୀରେ ପ୍ରଦୂଷଣ, ନଡ଼ା ଜାଳି ୧୪ କୃଷକ ଗିରଫ

ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ। ବିଷାକ୍ତ ହେବାରେ ଲାଗିଛି ବାୟୁ। ପ୍ରତିବର୍ଷ ପଡୋଶୀ ରାଜ୍ୟ ହରିୟାଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହୋଇ ଆସୁଛି। ଏହାରି ଭିତରେ ଆକ୍ସନ ମୁଡ଼କୁ ଆସିଛନ୍ତି ସରକାର। ନାଡ଼ା ଜାଳିବା ଅଭିଯୋଗରେ

ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଭାରତ-ଚାଇନା ରାଜି, ଏଲଏସିରେ କରିବେ ପାଟ୍ରୋଲିଂ

ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି କୂଟନୀତିକ ସ୍ତରରେ ଚାଲିଥିବା ଆଲୋଚନା ଶେଷରେ ସକାରାତ୍ମକ ଫଳ ଆଣିଛି। ସୀମାରୁ ସେନା ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ କରିବାକୁ ଭାରତ ଓ ଚାଇନା ରାଜି ହୋଇଛି। ଏଥିସହ ବିବାଦ

ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ ବାତ୍ୟା : ଆମେରିକୀୟ GFS ମଡେଲ

କେଉଁଠି ମାଡ ହେବ ବାତ୍ୟା ଦାନା । ବାତ୍ୟାର ଗତିପଥ ନେଇ ଆକଳନ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା । ଆମେରିକୀୟ GFS ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ । ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ହଳଦୀବାରୀ ଅଞ୍ଚଳରେ ହିଟ କରିବ। ସେହିପରି

‘ଫୋନରେ ମିଛ ଧମକ ହେବ ଧର୍ତ୍ତବ୍ୟ ଅପରାଧ’

ଲଗାତାର ଭାବେ ଭାରତୀୟ ବିମାନଗୁଡିକୁ ବୋମା ଧମକ ମିଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ଚାଲିଥିବା ସେ କହିଛନ୍ତି। ବର୍ତ୍ତମାନ ସମୟରେ ଯେଉଁପରି ଭାବେ

କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କ୍ରଜିଓ୍ୱାଲଙ୍କୁ ଲାଗିଲା ସୁପ୍ରିମ ଝଟ୍‌କା। ଆବେଦନ ଖାରଜ କଲେ ସର୍ବୋଚ୍ଚ ଅଦାଲତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲା କେଜ୍ରିଓ୍ୱାଲଙ୍କୁ ସମନ ଜାରି ହୋଇଥିଲା।

ରାଳବ ଗ୍ରାମ ରେ ରକ୍ତଦାନ ଶିବିର : ୧୧୦ ୟୁନିଟ ରକ୍ତ ସଂଗ୍ରହ

ହିଞ୍ଜିଳିକାଟୁ (୨୦/୧୦) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ବିପଦର ଵନ୍ଧୁ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ରାଳଵ ଗ୍ରାମର ବରିଷ୍ଠ ସମାଜସେବୀ ଗଙ୍ଗାଧର

ସିନ୍ଦେ ସେନାର ପ୍ରଚାର ମୁଖିଆ ହେଲେ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତ

ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତ ତଥା ଜାମିନରେ ଜେଲରୁ ବାହାରିଥିବା ଶ୍ରୀକାନ୍ତ ପଙ୍ଗାରକରଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଜଣେ ହତ୍ୟା ଅଭିଯୁକ୍ତ ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ପ୍ରଚାର ଦାୟିତ୍ୱର ନେତୃତ୍ୱ ନେବେ। ମହାରାଷ୍ଟ୍ରର ଜଲନା