Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦିଲ୍ଲୀ ଅବକାରୀ ନୀତି: ଆଉ ଜଣଙ୍କୁ ‘ସୁପ୍ରିମ’ ଜାମିନ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟ ଆଉ ଜଣେ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। ଆପର ପୂର୍ବତନ କମ୍ୟୁନିକେସନ ଇନଚାର୍ଜ ବିଜୟ ନାଏର ଦୀର୍ଘ ୨୩ ମାସ ପରେ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। ସେ ଦୀର୍ଘ ମାସ ହେଲା ଜେଲରେ ରହିଛନ୍ତି ଓ ଏଯାଏ ମାମଲାର ଶୁଣାଣି!-->…
ବୁଲଡୋଜର ଆକ୍ସନ ବିରୋଧରେ ସୁପ୍ରିମକୋର୍ଟ, ଉଚ୍ଛେଦ ପାଇଁ ଜାରି ହେବ ଗାଇଡଲାଇନ
ବିଭିନ୍ନ ମାମଲାର ଅଭିଯୁକ୍ତଙ୍କ ଘର ଉପରେ ସରକାର ଚଢ଼ାଉଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ମତ ରଖିଛନ୍ତି ସୁପ୍ରିମକୋର୍ଟ। ଯଦି ଜଣେ ବ୍ୟକ୍ତି ଦୋଷୀ ବି ସାବ୍ୟସ୍ତ ହେଉଛନ୍ତି, ତଥାପି ତାଙ୍କ ଘର ଭଙ୍ଗା ଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
!-->!-->!-->…
ଏସ୍ଆଇ ପେପର ଲିକ୍ ମାମଲା; ପୁଅଝିଅଙ୍କ ସହ ବନ୍ଧା ହେଲେ ପୂର୍ବତନ RPSC ମେମ୍ବର
ରାଜସ୍ଥାନରେ ୨୦୨୧ ମସିହାରେ ସବ-ଇନ୍ସପେକ୍ଟର ପରୀକ୍ଷାରେ ହୋଇଥିବା ପେପର ଲିକ୍ ମାମଲାର ତଦନ୍ତ କରୁଥିବା ସଂସ୍ଥାକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ପୂର୍ବ ସଦସ୍ୟଙ୍କୁ ବାନ୍ଧିଛି SOG( Special Operation Group) ।
ଗିରଫ RPSCର ପୂର୍ବ!-->!-->!-->…
ଆପ୍ ବିଧାୟକଙ୍କୁ ଘରୁ ଉଠାଇନେଲା ଇଡି
ପାଖାପାଖି ୫ ଘଣ୍ଟା ଧରି ଘାଣ୍ଟିଲା। ଗୁଡେଇ ତୁଡେଇ ପ୍ରଶ୍ନ କଲା। ଜେରା ପରେ ଆମ୍ ଆଦମୀ ପାର୍ଟିର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୫ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଛି। ଆଜି ସକାଳ ପ୍ରାୟ ୭ଟାରେ ଇଡି ଟିମ୍!-->…
ହଷ୍ଟେଲ କୋଠରିରୁ ଆଇପିଏସଙ୍କ କନ୍ୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଲକ୍ଷ୍ମୌସ୍ଥିତ ରାମ ମନୋହର ଲୋହିୟା ନ୍ୟାସନାଲ ଲ ୟୁନିଭର୍ସିଟି ହଷ୍ଟେଲରୁ ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ନାମ ଅନିକା ରସ୍ତୋଗି । ସେ ଏଲଏଲବିର ତୃତୀୟବର୍ଷର ଛାତ୍ରୀ ଥିଲେ।
ଅନିକା ରସ୍ତୋଗି ଆଇପିଏସ!-->!-->!-->…
ନୀତୀଶ କୁମାରଙ୍କ ଜେଡିୟକୁ ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ ଯାଦବ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ୯ମ ସେଡ୍ୟୁଲରେ ସଂରକ୍ଷଣ ବ୍ୟବସ୍ଥା ସପକ୍ଷରେ ଯଦି ଜେଡିୟୁ ରହିଛି, ତା’ହେଲେ ଦଳର ନେତାମାନେ ଖୋଲାଖୋଲି ମତ ରଖନ୍ତୁ ବୋଲି ତେଜସ୍ୱୀ କହିଛନ୍ତି।
ଏଥିସହ ସେ ଦେଶବ୍ୟାପୀ!-->!-->!-->…
ଶିବାଜୀ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ବିରୋଧୀଙ୍କ ‘ଚପଲରେ ପିଟ’ ଅଭିଯାନ
ଶିବାଜୀ ମହାରାଜଙ୍କ ବିଶାଳ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ରାଜନୀତି ଜୋରଧରିଛି। ଆଜି ଏହାର ପ୍ରତିବାଦରେ କ୍ଷମତାସୀନ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ। ଆଜି ମୁମ୍ବାଇରେ ମହା ବିକାଶ ଅଘାଡ଼ି(ଏମଭିଏ) ପକ୍ଷରୁ ଆୟୋଜନ କରାଯାଇଛି ବିଶାଳ ବିକ୍ଷୋଭ ଶୋଭଯାତ୍ରା।!-->…
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଆସନା’
ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ଆଶଙ୍କା କରାଯାଉଛି ଯେ, ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଦେଇ ଅତିକ୍ରମ!-->!-->!-->…
ଜେଡିୟୁରେ ଫାଟ! ଇସ୍ତଫା ଦେଲେ କେସି ତ୍ୟାଗୀ
ଜନତା ଦଳ ୟୁନାଇଟେଡ୍ ତଥା ଜେଡିୟୁ। ଦଳରେ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଛି। ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା କେସି ତ୍ୟାଗୀ। ସେ ଦଳର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା!-->…
ଏବେ ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି: ସିସୋଦିଆ
'ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ ବିଜେପି ମୂଳପୋଛ ହୋଇଯିବ। ସମସ୍ତ ୭୦ଟି ଯାକ ଆସନ ଦଖଲ କରିବ ଆପ୍। ବିଜେପି ଖାତା ଖୋଲି ପାରିବନି।' ଏଭଳି କିଛି ବଡ଼ ଦାବି କରିଛନ୍ତି ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ନିକଟରେ!-->!-->!-->…